ହେଡଲାଇନସ୍:

କାର୍ତ୍ତିକ ମାସ : ବାବାଙ୍କ ପାଖେ ଭକ୍ତଙ୍କ ଭିଡ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ହରଭଙ୍ଗା  :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖରଭୂଇଁ ଗ୍ରାମର ଶିବ ମନ୍ଦିରରେ କାର୍ତ୍ତିକ ମାସ ହେଇଥିବାରୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ I ଏହି ମନ୍ଦିରରେ କାର୍ତ୍ତିକ ମାସର ପ୍ରତ୍ୟକ ଦିନ ସନ୍ଧ୍ୟା ସମୟ ରେ ବାବାଙ୍କ ପାଖରେ ଦୀପ ପ୍ରଜ୍ଵଳନ ପାଇଁ ଭକ୍ତଙ୍କ ଭିଡ ଜମିଥଏ I ଏଠିକାର ଲୋକ ମାନେ କୁହନ୍ତିକି ,ଯେଉଁ ଭକ୍ତ କାର୍ତ୍ତିକ ମାସରେ ଦୀପ ଟିଏ ଜଳେ ତାର ମନସ୍କାମନା ପୁରଣ ହୁଏ ବୋଲି କାହିଁ କେତେ ବର୍ଷରୁ ଲୋକ ମାନେ କହି ଆସୁଛନ୍ତି I ସେଥି ପାଇଁ  ଦୂରଦୂରାନ୍ତରୁ ଭକ୍ତ ମାନେ ଆସି ବାବାଙ୍କ ପାଖରେ ଦୀପଟିଏ ଜାଳି ସୁଖ ଦୁଖ ଜଣାନ୍ତି I ମନ୍ଦିର ,ମହେଶ୍ୱର ସେଠି, ହୃଦାନନ୍ଦ ଦେହୁରୀ, ଘନସ୍ଵାମ ଦେହୁରୀ ,କମିଟି ର ସମସ୍ତ ସଭ୍ୟ ମାନଙ୍କ ମିଳିତ ସହଯୋଗରେ ଭକ୍ତ ମାନେ ଦର୍ଶନ କରି ବହୁତ ଆନନ୍ଦରେ ଘରକୁ ଯାଆନ୍ତି I

0
0
0
s2sdefault