ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଗୁରୁବାର ଲଇକେରା ବ୍ଲକ ଅଧିନସ୍ଥ ନିକ୍ତିମାଲ ହାଇସ୍କୁଲ ପରିଦର୍ଶନ କରିଛନ୍ତି l ବିଧାୟକ ଶ୍ରୀ ତ୍ରିପାଠୀ ସ୍କୁଲ ର ଶ୍ରେଣୀ କୋଠରୀ, ଶୌଚାଳୟ, ବଗିଚା ଇତ୍ଯାଦି ବୁଲି ଦେଖିବା ସହ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ବିଷୟରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ l ବିଦ୍ୟାଳୟ ରେ ଶାନ୍ତି ଶୃଙ୍ଖଳା ରେ ଭଲ ପାଠ ପଢ଼ିବା ଓ ସ୍କୁଲ ପରିବେଶ କୁ ସଫା ସୁତୁରା ରଖିବା ପାଇଁ ବିଧାୟକ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ l
ରାଜ୍ୟ
ବିଧାୟକଙ୍କ ନିକ୍ତିମାଲ ହାଇସ୍କୁଲ ପରିଦର୍ଶନ
- Hits: 24







