ହେଡଲାଇନସ୍:

ବନ ବିଭାଗ ବାସୁଦେବପୁର ଓ ଅଗ୍ନିଶମ ଵିଭାଗ ବାସୁଦେବପୁର ପକ୍ଷ ରୁ ବିଶ୍ୱ ପରିବେଶ ଦିବସ ପାଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ  ଜିଲ୍ଲା ବାସୁଦେବପୁର ରେ ବିଶ୍ଵ ପରିବେଶ ଦିବସ ପାଳନ ବିଭିନ୍ନ ସ୍ଥାନ ରେ ହୋଈ ଯାଇଛି। ଏହି କ୍ରମ ରେ ବନ ବିଭାଗ ବାସୁଦେବପୁର ଓ ଅଗ୍ନିଶମ ଵିଭାଗ ବାସୁଦେବପୁର ର ସମ୍ମନୟ ରେ ଅଗ୍ନୀ ଶମ୍ କାର୍ଯ୍ୟଳୟ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ତିରିଶ ରୁ ଉର୍ଦ୍ଧ ଉନ୍ନତ କିସମ ର ଚାରା ରୋପଣ କରାଯାଇଛି। ଏହି ଅବସର ରେ ବାସୁଦେବପୁର ବନ ବିଭାଗ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି ଵୃକ୍ଷ ହିଁ ଜୀବନ, ସମସ୍ତେ ଆଗେଇ ଆସନ୍ତୁ ଗଛ ଲଗାଇବା ସୁସ୍ଥ ପରିବେଶ ତିଆରି କରିବା, ସୁସ୍ଥ ରହିବା ବାର୍ତ୍ତା ଦେଇଛନ୍ତି।

0
0
0
s2sdefault