ହେଡଲାଇନସ୍:

ବାନ୍ଦୁପାଲି - ଦହିଗାଁ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:- ପଦ୍ମପୁର ନିର୍ଵାଚନ ମଣ୍ଡଳୀ ଅନ୍ତର୍ଗତ ବାନ୍ଦୁପାଲି - ଦହିଗାଁ ରାସ୍ତା ର ଭିତ୍ତି ପ୍ରସ୍ତର ହୋଇଯାଇଛି। ୭୧୯.୮୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା କୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସଭାପତି ଧାନମାଳି ହାତୀ, ବ୍ଳକ ବିଜେଡି ସଭାପତି ଦୁଷ୍ମନ୍ତ ପଟେଲ,ଗ୍ରାମ୍ୟ କମିଟି ସଭାପତି ଉମାକାନ୍ତ ସାହୁ, ସମ୍ପାଦକ ନିରଞ୍ଜନ ମେହର, ଧର୍ମାନନ୍ଦ ସାହୁ,ଉପସଭାପତି ପ୍ରେମାନନ୍ଦ ବରିହା, ୱାର୍ଡ ମେମ୍ବର ସାନ୍ତୋଷିନି ଭୋଏ , ଦୟାନିଧି ଭୋଏ,ସଦାନନ୍ଦ ବୁଡେକ, ନରେଶ ବରିହା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault