ହେଡଲାଇନସ୍:

ଆନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୧୯ ବରଗଡ : ଅସ୍ୱୀକୃତ୍ ଭାଷାର୍ ହକ୍ ଲାଗି ଦାବୀ ଉଠ୍ବା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ/ନିଳ ଦୀପ-ଆଏବା ଫେବୃଆରୀ ୨୧ ତାରିଖ୍ ବିଜୁପଟ୍ଟନାଏକ୍ ଟାଉନ୍ହଲ୍ ବର୍ଗଡ୍ ଠାନେ ଅନ୍ତର୍ଜାତୀୟ ମାତୃଭାଷା ଦିବସ୍ ଉଜୁକ୍ ହେବା । ଇ ଉଛବ୍କେ କୋସଲି କ୍ରିୟାନୁଷ୍ଠାନ  କମିଟି ଆର କ୍ଲିଅର ମିଶିକରି ଉଜୁକ୍ କରୁଛନ୍ । ଇ ଜାତୀୟ ସ୍ତରୀୟ ଭାଷା ସମାବେଶ୍ ଥି ଡ. ଜୋଗା ସିଂ (ପଂଜାବୀ), ଡ. ଦୀପକ ପାୱାର(ମରାଠି), ସେନ୍ଥିଲ ନାଥନ(ତାମିଲ),ଗ୍ଦ ଆନନ୍ଦ ଗୁରୁ (କନ୍ନଡ), ସିଦ୍ଧବ୍ରତ ଦାସ (ବଂଗାଲି), ୟୋଗେସ ଆର(ବାଡୁଗୁ), କୁନ୍ଦନ ଅମିତାଭ(ଅଂଗିକା), ଭୋଜପୁରି, ରାଜସ୍ଥାନୀ, ବାଜିକା, ମୈଥିଲି, କୁଇ, ଭତରି, ହୋ, ବିଂଝାଲ୍ ଆଦି ଭାଷାର୍ ପ୍ରତିନିଧି ଯୋଗ୍ଦେବେ । ଇତାର୍ ସାଂଗେ, ପଶ୍ଚିମ୍ ଓଡିଶାର୍ ସବୁ ଜିଲ୍ଲାର୍ ସାହିତି୍ୟକ୍, ସାଂସ୍କୃତିକ୍, ସାମାଜିକ୍ ଅନୁÂାନ୍ ଆର୍ ମାଏନତା ଲୋକ୍ ଯୋଗ୍ଦେବେ । ଉଛବ୍କେ ସବୁ ରାଜ୍ନୈତିକ ଦଳ୍ର ନେତାମାନ୍କୁ ବି ନିଉତା ଦିଆହେଇଛେ କୁନୁଆଁ ହିସାବେ ଯୋଗ୍ ଦେବାର୍କେ । ଇ ମାତୃଭାଷା ସମ୍ମିଲନୀରେ ବିଶେଷ୍ କରି ସମ୍ବିଧାନ୍ର ଅଷ୍ଟମ୍ ସୂଚୀରେ ସାମିଳ୍ ଲାଗି ମହାପାତ୍ର କମିଟୀ ସୁପାରିଶ୍ କରିଥିବାର୍ ୩୮ଟା ଭାଷାର୍ ହକ୍ ବାବ୍ଦେ ଆଲୋଚନା ହେବା । ଫେବୃଆରୀ ୨୧ ଦିନ ସମଲେଇ ମନ୍ଦିର୍ ଠାନେ ପୂଜାପାଠ୍ କରି ଭାଷାକର୍ମୀମାନେ ଶୋଭାଯାତ୍ରାରେ ଟାଉନ୍ ହଲ୍ ପହଁଚିବେ । ତାର୍ ଉତାରୁ ମାତୃଭାଷାର୍ ସୁରକ୍ଷା ଲାଗି ଶପଥ୍ ପାଠ୍ ଆର୍ ଭାଷା ଆନେ୍ଦାଲନ୍ରେ ଯୋଗଦେଇଥିବା ପ୍ରାୟ ୫୦ ଝନ୍ ଭାଷାକର୍ମୀକୁ ମାଏନ୍ କରାହେବା । କାର୍ଯ୍ୟକ୍ରମ୍ ଥି “ବରଗଡ ଭାଷା ଅଧିକାର ଦାବୀ” ମୁକ୍ଲା ହେବା ବଲି ଖବର୍ଦାତା ଭେଟ୍ ଥି କୋସଲି କ୍ରିୟାନୁଷ୍ଠାନ  କମିଟିର୍ ଆବାହକ୍ ସାକେତ ଶ୍ରୀଭୂଷଣ ସାହୁ ଜନେଇଛନ୍ । 

 

 

0
0
0
s2sdefault