ହେଡଲାଇନସ୍:

୫ଜଣ ଛାତ୍ର ବିଜେଡି ରାଜ୍ୟ ଆଇଟି ସଂଯୋଜକ ନିଯୁକ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ବିଜୁ ଜନତା ଦଳ ଆଇଟି ୱିଙ୍ଗ ମୁଖ୍ୟ ଶ୍ରୀ ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଛାତ୍ର ବିଜେଡି ରାଜ୍ୟ ଆଇଟି ସଂଯୋଜକ ଭାବେ ମନୋଜ ସେନାପତି, ଅପୂର୍ବା ଅପରୂପା, ପ୍ରମୋଦ କୁମାର ପାତ୍ର, ସଂଜୟ କୁମାର ବିଶୋୟୀ ଓ ରମା ରଞ୍ଜନ ମହାନ୍ତିଙ୍କୁ ମନୋନୀତ କରାଯାଇଛି ବୋଲି ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

0
0
0
s2sdefault