ହେଡଲାଇନସ୍:

ସିରିକି କାକଳବାକିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ ପାଇଁ ବିଧାୟକ ଲେଖିଲେ ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ ଉଦୟଗିରି ଠାରେ ଓଏସଆରଟିସି  ବସଷ୍ଟାଣ୍ଡ ଦାବି 

ଘୁ ଉଦୟଗିରି/ ଗଗନ ପ୍ରଧାନ : ଘୁ ଉଦୟଗିରି ଠାରେ ଓଏସଆରଟିସି  ବସଷ୍ଟାଣ୍ଡ ଏବଂ ସିରିକି କାକଳବାକିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ ପାଇଁ ଘୁ ଉଦୟଗିରି ବିଧାୟକ ଜାକବ ପ୍ରଧାନ ଦାବି କରିଛନ୍ତି | ବିଧାୟକ ପତ୍ର ମାଧ୍ୟମରେ ପର୍ଯ୍ୟଟନ ବିଭାଗ ଓଡିଶା ଏବଂ ଜ଼ିଲ୍ଲାପାଳ ଅଂକୁ ଦାବି ଜଣାଇଛନ୍ତି | ଏହା ସହ ବ୍ରହ୍ମପୁର ଠାରୁ ସମ୍ବଲପୁର ବଲାଙ୍ଗୀର ରାଉରକେଲା ଇତ୍ୟାଦି ସ୍ଥାନକୁ ଯାଉ ଥିବା ବସ ଭୟା ଘୁ ଉଦୟଗିରି ଦେଇଯିବା ପାଇଁ ମଧ୍ୟ୍ୟ ପତ୍ର ମାଧ୍ୟମରେ ଜ଼ିଲ୍ଲାପାଳ ଅଂକୁ ଜଣାଇ ଛନ୍ତି

 

0
0
0
s2sdefault