ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମ ପଂଚାୟତ ରେ ହେଉଥିବା ଓ ହେବାକୁ ଥିବା ବିଭିନ୍ନ ଜନ ହିତକର କାର୍ଯ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ପରିଦର୍ଶନ କରିବା ସହ ସମୀକ୍ଷା କଲେ ବେଲଗୁଣ୍ଠା ଗୋଷ୍ଠୀ ଉନୟନ ଅଧିକାରୀ ସିଙ୍ଗାପୁରମ ହରି l ତାଙ୍କ ସହ ଏବିଡିଓ ସନ୍ତୋଷ ମନ୍ତ୍ରୀ ସହକାରୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଏଡିଓ ମଞ୍ଜୁଲତା ସାହୁ. ପିଓ ସୂଚୀଳତା ସ୍ୱାଇଁ ଡ଼ିଏପି ରିତାଞ୍ଜଳୀ ପରିଡା. ଜିଲ୍ଲା ପରିଷଦ ବିଦ୍ୟl ବିଶୋଇ. ସରପଞ୍ଚ ପ୍ରତିନିଧି ଜ୍ୟୋତି ନାୟକ. ଯୋଗାଣ ସହାୟକ ଯୁଗଳକିଶୋର ଖଟେଇ ଓ ସହାୟକ ମହେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ରାଜ୍ୟ
ମଙ୍ଗଳପୁର ପଞ୍ଚାୟତ ରେ ବିଭିନ୍ନ କାମର ସମୀକ୍ଷା କଲେ ବିଡ଼ିଓ
- Hits: 4








