ହେଡଲାଇନସ୍:

ପଡିଆରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଅ। ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପଡିଅ । ବ୍ଲକର ଅ।ଠଗୋଟି ପଞ୍ଚାୟତରୁ ମୋଟ ୪୪ ଟି ଅଭିଯୋଗର ଶୁଣାଣୀ କରାଯାଇଥିବା ଜଣାପଡିଛି ପଡିଅ | ବ୍ଲକରେ ଦେଖା ଦେଇଥୁବା ନେଟାର୍କ ସମସ୍ୟା, ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ସୁବିଧା ସମେତ ବିଭିନ୍ନ ଗ୍ରାମରେ ଖେଳ ପଡିଅ । ଓ ନଳକୂପ ର୍ନିମାଣ କରିବାକୁ ଅଭିଯୋଗ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦିଅ। ଯାଇଛି । ମାଲକାନଗିରି ଓ ଜିଲ୍ଲା ଆରକ୍ଷୀ ଅଧୂକ୍ଷକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ବିନୋଦ ପାଟିଲ ଏଚ ଲୋକଙ୍କ ସମସ୍ତ ଅଭିଯୋଗ ଶୁଣିବା ସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଳି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ସିଡିଓ ଦଶରଥ ସରାବୁ, ପଡିଅ। ବ୍ଲକ ଅଧ୍ଯକ୍ଷ କଲ୍ୟାଣ ବିଶ୍ଵାସ, ବିଡିଓ ଅଶ୍ୱିନି କୁମାର ମହାପାତ୍ର ସମେତ ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧୂକାରୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ଏହାପରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପଡିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିଡିଓ ଶ୍ରୀ ସରାବୁ କମାରଗୁଡା ସ୍କୁଲ ଗ୍ରସ୍ତ କରି ମଧ୍ୟାହ୍ନ ଭୋଜନର ଯାଞ୍ଚ କରିଥିଲେ।

0
0
0
s2sdefault