ହେଡଲାଇନସ୍:

ବ୍ରାହ୍ମଣଡ଼ିହି ଗାଁ ରେ ସିରଜିନା ମେଲନ ମେସନ୍ ର ପ୍ରସ୍ତୁତି ବୈଠକ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦମପୁର :- ଗ୍ରାମରେ ମେଲନ ମେଶନ କାର୍ଯ୍ଯକ୍ରମ ର ପ୍ରସ୍ତୁତି ବୈଠକ ଶ୍ରୀ ରାଜେନ୍ଦ୍ର କୁମାର୍ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଗ୍ରାମ ଗୌନ୍ତିଆ, ସ୍କୁଲ ର ଚେୟାରପର୍ସନ, ୱାର୍ଡ ମେମ୍ବର ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ ।
ଗ୍ରାମ ର ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ମହାନ୍ତି ଙ୍କ ପ୍ରଚେଷ୍ଟା ରେ ଏହି କାର୍ଯ୍ୟକ୍ରମ ସୁନ୍ଦର୍ ଭାବରେ ହୋଇ ଆସୁଥିବାରୁ ଶିଶୁ କିଶୋର ମାନଙ୍କ ଲୁକ୍କାୟିତ ପ୍ରତିଭା କୁ ବିକାଶ କରିବା ପାଇଁ ଗୀତ ନୃତ୍ୟ ଓ ଖେଳ ପ୍ରତଯୋଗିତା କରିବା ପାଇଁ ସ୍ଥିର ହେଇଥିଲା । ଗ୍ରାମବାସୀ ଶ୍ରୀ ମହାନ୍ତି ଙ୍କୁ ଭୂରୀୟସି ପ୍ରଶଂସା କରିଥିଲେ। ଏହି ଉପଲକ୍ଷେ ଏକ କବିତା ପାଠ ଉତ୍ସବ କରିବା ପାଇଁ ମଧ୍ଯ ଆଲୋଚନା କରାଗଲ। ଶେଷରେ ସୁଶ୍ରୀ ସ୍ନେହଲତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault