ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ରାଜ୍ୟ ସରକାରଙ୍କ ବିରୋଧରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ ଗୁରୁପ୍ରିଆ ଠାରୁ ବଡପଡ଼ା ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି | ବିଜେପି ସରକାରଙ୍କର ଅପାରଗତାର ଅଭିଯୋଗ ଆଣି ଏହି ଜନସମ୍ପର୍କ ପଦଯାତ୍ରାରେ ଲୋକଙ୍କୁ ସଚେତନ ବାରାଇବ ବିଜେଡି | ସ୍ନେହରେ ଲୋକଙ୍କ ସହ ଯୋଡ଼ି ହେବା ଓ ବୋନ୍ଦୁତ୍ୱରେ ବାନ୍ଧିହେବା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି , ବିଜେପି ସରକାରଙ୍କର ଅପାରଗତାକୁ ନେଇ ଏକତା ହୋଇ ଲଢେଇ କରିବା ସହ ନାରୀ ନିର୍ଯାତନା, ଛାତ୍ରୀ ଅସୁରକ୍ଷିତ , ପୁଲିସ ପରୀକ୍ଷାରେ ଦୁର୍ନୀତି , ମାଗଣାରେ ୩ ସହ ୟୁନିଟ ବିଜୁଳି ଦେବା , ଭୋଟ ଚୋର , ବୃଦ୍ଧଙ୍କୁ ଭତ୍ତା ନ ମିଳିବା , ଆୟୁଷ୍ମାନ କାର୍ଡରେ ରୋଗୀ ହନ୍ତସନ୍ତ ହେବା ଭଳି ଘଟଣାକୁ ନେଇ ଲୋକଙ୍କୁ ଜନସମ୍ପର୍କ ପଦଯାତ୍ରାରେ ସଚେତନ କରାଇବ ବୋଲି ବିଜେଡି ପ୍ରତିଶୃତି ଦେଇଛି |
ଏହା ଆସନ୍ତା ନଭେମ୍ବର ୯ ତାରିଖରେ ଶେଷ ହେବ ବୋଲି କୁହାଯାଇଛି | ଆଜିକୁ ଦେଢବର୍ଷ ହେଲା ଗ୍ରାମାଞ୍ଚଳର ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ନାହି…
ରାଜ୍ୟ
ବିଜେଡି ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ ଗୁରୁପ୍ରିଆ ଠାରୁ ବଡପଡ଼ା ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା
- Hits: 5