( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):: ଗତ କୁମାର ପୁର୍ଣିମା ଅପରାହ୍ନ ରେ ଧରାକୋଟ ଥାନ ଅନ୍ତର୍ଗତ ରେଡ଼ି ଦାମୋଦର ପଲ୍ଲୀ ଗ୍ରାମରେ ପୁର୍ବ ଶତୃତା ଓ ଟଙ୍କା କାରବାର କୁ ନେଇ କାଳିଆ ରେଡି ନାମକ ଜଣେ ଯୁବକ କୁ ହତ୍ୟା କରି ଅଭିଯୁକ୍ତ ମାନେ ଚମ୍ପଟ୍ ମାରିଥିଲେ। ଘଟଣା କୁ ନେଇ କାଳିଆ ର ଭାଇ ସଞ୍ଜୀବ ରେଡ୍ଡୀ ଗତ ୬ ତାରିଖ ରେ ଧରାକୋଟ ଥାନ ରେ ଏତଲା ଦେଇଥିଲେ। ଏତଲା ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ଚଳାଇ ସେହି ଗ୍ରାମର ରମେଶ ରେଡି ଓ ସୁରେନ୍ଦ୍ର ରେଡି ନାମକ ଦୁଇ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ସେମାନେ ବ୍ୟବହାର କରୁଥିବା ଏକ ମାରୁତି କାର୍ ସହ ଛୁରୀ ଜବତ କରିଛନ୍ତି।
ରାଜ୍ୟ
କାଳିଆ ରେଡି ହତ୍ୟାକାଣ୍ଡ ମାମଲା ର ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।
- Hits: 6