ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ବୃକ୍ଷରୋପଣ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି l ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ ତମ ଜନ୍ମ ଦିନ ଅବସରରେ ସମୂହ ବୃକ୍ଷ ରୋପଣ ଅଭିଯାନ ଆରମ୍ଭ "ଏକ ପେଡ୍ ମା' କେ ନାମ" ମୁଖ୍ୟ ଅତିଥି ପାଇକମାଳ ର ମୁଖ୍ୟ ବନାନଞ୍ଚଳ ଅଧିକାରୀ ହୃଦାନନ୍ଦ ମିଶ୍ର ଓ ତାଙ୍କ ସହିତ ୫ ଜଣ କର୍ମଚାରୀ ଙ୍କ ଉପସ୍ଥିତ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ୭୬ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯାଇଛି l ଏହି କାର୍ଯକ୍ରମ ରେ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ପାଇକମାଳ ହାଇସ୍କୁଲ ର କ୍ଷିତିଚନ୍ଦ୍ର ମାହାର ବିତର୍କ ରେ ତୃତୀୟ ସ୍ଥାନ,ପ୍ରବନ୍ଧ ରେ ବିଘ୍ନରାଜ ମେହେର ପ୍ରଥମ ଓ ଚୁମନ୍ ଅଗ୍ରୱାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ l
ରାଜ୍ୟ
ପାଇକମାଳ ହାଇସ୍କୁଲ ରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ।
- Hits: 3