ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ ଅଧୀନ, ଅସ୍ତରଙ୍ଗ ବଜ଼ାର ସମେତ ବିଭିନ୍ନ ଗ୍ରାମ ମାନଙ୍କ ରେ ଥିବା ଛୋଟ ବଡ଼ କଳ କାରଖାନା ସହ ଯାନ୍ତ୍ରିକ ଗ୍ୟାରେଜ ମାନଙ୍କ ରେ ବିଶ୍ୱ ନିର୍ମାଣ ର ବିନ୍ଧାଣି ବାବା ବିଶ୍ଵକର୍ମା ଙ୍କ ର ପୂଜା ଯଥା ଵିଧି ପାଳିତ ହୋଇ ଯାଇ ଅଛି l ଏହି ଉପଲକ୍ଷେ ଅସ୍ତରଙ୍ଗ ବିଦୁତ ବିଭାଗ ତରଫରୁ ନିଜସ୍ୱ କାର୍ଯ୍ୟାଳୟ ରେ ସ୍ୱତନ୍ତ୍ର ପୂଜା ଅର୍ଚନା ର ଆୟୋଜନ କରା ଯାଇଥୁଲା l ଏହି ପୂଜା କାର୍ଯ୍ୟକ୍ରମ ରେ ବିଦୁତ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥୁବା ବେଳେ, ଅସ୍ତରଙ୍ଗ ଜେ ଇ, ସନ୍ତୋଷ କୁମାର ବେହୁରା କର୍ତ୍ତା ଭାବେ ରହି ପୂଜା ଅର୍ଚନା ସମାପନ କରିଥିଲେ l ଏଥିରେ, ଏସ ଡି ଓ,ସ୍ମୃତି ରଞ୍ଜନ ବେହେରା, ବାଣିଜିକ ଅଧିକାରୀ ଶୁଭ୍ରାଂଶୁ କୁମାର ବେହେରା, ଓ ମୁଖ୍ୟ ଲାଇନ ମ୍ୟାନ ରାକେଶ ରଞ୍ଜନ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଵା ବେଳେ, ପ୍ରାୟ ଏକ ହଜାର ଲୋକଙ୍କୁ ପ୍ରସାଦ ସେବନ ରେ ଆପୟିତ କରା ଯାଇ ଥିଲା l ସେହି ପରି ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର କଣମଣ ଗ୍ରାମ ରେ ଥିବା ପୁମୂଲୁ ର ସବୁଠାରୁ ବଡ଼ ଦୁଗ୍ଧ ଶୀତଳୀ କରଣ କେନ୍ଦ୍ର ରେ ପୂଜା ମଧ୍ୟ ଅନୁଷ୍ଠିତ ହୋଇ ଯାଇ ଅଛି l ସମ୍ପାଦକ ରୋହିତ କୁମାର ନାୟକ ଙ୍କ ଦ୍ଵାରା ଆହୁତ ଏହି ପୂଜାର୍ଚନା ରେ ପ୍ରାୟ ତିନି ସହ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ସୁ ସ୍ୱାଦୁ ଶୁଷ୍କ ଖ୍ୟଦ୍ୟ ପୁଡିଆ ବାଣ୍ଠନ କରା ଯାଇ ଥିଲା l ଏହି ସବୁ କାର୍ଯ୍ୟକ୍ରମ ରେ ବରିଷ୍ଠ ସ୍ରମ୍ବାଦିକ ଦୁଃଶାସନ ନାୟକ, ଙ୍କ ସମେତ ବହୁ ଶିକ୍ଷିତ ବୁଧିଯିବି ଯୋଗଦାନ କରିଥିଲେ l
ରାଜ୍ୟ
ଅସ୍ତରଙ୍ଗ ଅଞ୍ଚଳ ରେ ବିଶ୍ଵକର୍ମା ପୂଜା ପାଳିତ l
- Hits: 2