ଖଇରା ବୁଲୁ ଲେଙ୍କା ୧୭/୦୯/୨୫ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଖଇରା ବ୍ଲକ୍ ଅନ୍ତରା ମଣ୍ଡଳ ତରଫରୁ ଅନ୍ତରା ପଞ୍ଚାୟତରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ75ତମ ଜନ୍ମଦିନ ପାଳିତ ଏହି ଅବସର ରେ ମାନ୍ୟବର ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରତିନିଧି ଯୂବନେତା ଡା. ଅଣୁମାଧବ ପଣ୍ଡା(ଅନି ନାନା) କେକ କାଟିବା ସହିତ “ଏକ ପେଡ଼ ମା‘ କେ ନାମ - ୨.୦” ଅଭିଯାନରେ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ଅନ୍ତରା ମଣ୍ଡଳ ସଭାପତି ରମେଶ ଜେନା, ପୂର୍ବତନ ମଣ୍ଡଳ ସଭାପତି ବୁଲୁ ଲେଙ୍କା, ବରଦା ପଞ୍ଚାୟତର ସମିତିସଭ୍ୟ ଅକ୍ଷୟ ଜେନା, ଅନ୍ତରା ପଞ୍ଚାୟତ ସଭାପତି ଅକ୍ଷୟ ବାରିକ, ଝିଙ୍କିରିଆ ସମିତି ସଭ୍ୟାଙ୍କ ପ୍ରତିନିଧି ଜଗନ୍ନାଥ ଦାସ ମଣ୍ଡଳ ଯୂବମୋର୍ଚ୍ଚା ସଭାପତି ପ୍ରହ୍ଲାଦ ସାହୁ ,ଗରସଂଗ ପଞ୍ଚାୟତ ର ପ୍ରମୁଖ ନରେନ୍ଦ୍ର ମହାନ୍ତି, ନ୍ୟାଏବ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ଘୋଷ ସମେତ ମଣ୍ଡଳର ସମସ୍ତ ପଞ୍ଚାୟତରୁ ଆସିଥିବା ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ରାଜ୍ୟ
ଅନ୍ତରା ମଣ୍ଡଳରେ ସେବାପକ୍ଷ: “ଏକ ପେଡ଼ ମା‘ କେ ନାମ - ୨.୦” ଅଭିଯାନରେ ବୃକ୍ଷରୋପଣ
- Hits: 4