ହେଡଲାଇନସ୍:

ଶଶୁର ଘରେ ଜ୍ବାଇଁକୁ ହତ୍ୟା ଅଭିଯୋଗ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୁଲକି ଗ୍ରାମରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଦୁଲକି ଗ୍ରାମରେ ନିଜ ଜ୍ବାଇଁକୁ ହତ୍ୟା କରିଛନ୍ତି ବୋଲି ମୃତକ ପରିବାର କହୁଛନ୍ତି , ମୃତ ବ୍ୟକ୍ତି ହେଉଛନ୍ତି ଲଷ୍ମୀପୂର ବ୍ଲକ ଲୁଲୁପଦର ଗ୍ରାମର କୁମାର ସ୍ୱାମୀ ହଳବା ବୟସ 43, 4ଟା ଛୁଆ ଅଛନ୍ତି 2ଟି ପୁଅ ଓ ଦୁଇଟି ଝିଅ, କୁମାର ସ୍ୱାମୀ ଜଣେ ଡ୍ରାଇଭର କରିକି ପରିବାର କୁ ପଶୁଥିଲେ ମୃତ୍ୟୁ ଙ୍କ ପରିବାର କହୁଥିଲେ ଗତକାଲି ବା ଗୁରୁବାର ଦିନ ନିଜ ଗ୍ରାମ ଲୁଲୁପଦର ରୁ ଦୁଲକି ଗ୍ରାମ ଯାଇଥିଲେ କୁମାର ସ୍ୱାମୀ ନିଜ ସ୍ତ୍ରୀ ଓ ଛୁଆ କୁ ଆଣିବା ପାଇଁ ଯାଉଛି ବୋଲି କହିକି ଯାଇଥିଲେ | ଶୁକ୍ରବାର ଦିନ ସକାଳ ପ୍ରାୟ 6ଟା ରେ ଫୋନ ଆସିଲାଥିଲା ଦୁଲକି ଗ୍ରାମରୁ କୁମାର ସ୍ୱାମୀ ମରିଯାଇଛି ବୋଲି କିନ୍ତୁ ପରିବାର ଲୋକ ବିଶ୍ୱାସ କରିନଥିଲେ କାରଣ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଟିକେ କଳି ଚାଲିଥିଲା, ପରିବାର ଲୋକେ କୁମାର ସ୍ୱାମୀ ର ମୃତ୍ୟୁ ଫୋଟ ପଠାଇବା ପରେ ପରିବାର ଲୋକେ ଭାଙ୍ଗି ପଡିଥିଲେ,ପରିବାର ଲୋକେ ଦୁଲକି ଗ୍ରାମକୁ ପଞ୍ଚିଲା ପରେ ଜାଣିବାକୁ ପାଇଲେ ଯେ କୁମାର ସ୍ୱାମୀର ଶଶୁର ଓ ସ୍ତ୍ରୀ,ସଲା ବା ତାଙ୍କ ପରିବାର ହତ୍ୟା କରିଛନ୍ତି ବୋଲି କହୁଥିବା ଦେଖିବାକୁ ମିଳିଛି, ଓ ହତ୍ୟା କରି ଘର ଠାରୁ କିଛି ଧୁରରେ ଶବ କୁ ପପାଡ଼ିଥିବା ଦେଖିବାକୁ ମିଳିଥିଲା ଘଟଣା ସ୍ଥଳରେ କାଶୀପୁର ପୋଲିସ ପହଞ୍ଚି ତତନ୍ଦ୍ର ଚାଲିଥିବା ଦେଖିବାକୁ ମିଳିଥିଲା ଓ କୁମାର ସ୍ୱାମୀ ଙ୍କ ସ୍ତ୍ରୀ ସହ ଶଶୁର, ଶାଶୁ ସଲା କୁ କାଶୀପୁର ପୋଲିସ ଅଟକ ରଖିଛି
ଓ ସାଇଟିପିକ ଟିମ ପହଁଚି ଶାବଳ, ମୁସିଲ ଜବତ କରିଥିବା ଦେଖିବାକୁ ମିଳିଛି | ଏ ପଯ୍ୟନ୍ତ ସ୍ପଟ ଭାବରେ ଜଣା ପଡିନି ଜ୍ଵଇ କୁ କଣ ପାଇଁ ହତ୍ୟା କରିଛନ୍ତି | ଦେଖା ଯାଉ ଆଗକୁ ଏହି ମୃତ୍ୟୁ ର ଘଟଣା କେଉଁ ମଡ ନେଉଛି... କିନ୍ତୁ ଗୋଟେ ସ୍ତ୍ରୀ ର ଶଙ୍କା ସିନ୍ଦୁର ବା ସାତ ଜନ୍ମର ସାଥି ମୃତ୍ୟୁ ହେଲା ପରେ ସ୍ତ୍ରୀ ଆଖିରେ ଲୁହ ଟିକେ ନାହିଁ | ପରିବାର ଙ୍କ ଅଚଯ୍ୟ କରିଦେଇଛି... ଯେଉଁ ସ୍ତ୍ରୀ ସ୍ୱାମୀ କୁ ହତ୍ୟା କରୁଛି ସେ ଗୋଟେ ଡାହାଣୀ ବା ନାରୀ ଉପରେ କଳଙ୍କ ବୋଲି, ଏମିତି ନାରୀ ବଞ୍ଚିବାର କିଛି ଅଧିକାର ନାହିଁ ବୋଲି ମହିଳା ଙ୍କ ମୁହଁରେ ଶୁଭୁଚି |

0
0
0
s2sdefault