ହେଡଲାଇନସ୍:

ଲହଣ୍ଡାବୁଡ଼ ନାମ ସଙ୍କୀର୍ତ୍ତନ ଅତି ଧୁମ ଧାମରେ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ: ଦିର୍ଘ୍ ୧୫ ବର୍ଷ ପରେ ପୁଣି ଜାଗା ଜମକରେ ଆରମ୍ଭ ହେଲା ଲହଣ୍ଡାବୁଡ ବସ୍ତି ହରିଜନ ପଡା ର ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ ଗତ ୧୭ ତାରିଖ ଅଧିବାସ ହୋଇଥିବା ଵେଳେ ୧୯ ତାରିଖ ନଗର ଭ୍ରମଣ କରି ଦଧିଭଣ୍ଡନ ହୋଇଥିଲା, ରେଖା ସିଂ ଓ ସରୋଜ ସିଂ ଏବଂ ସମସ୍ତ ବର୍ଷ ଏବେ ଏହି ନାମ ସଙ୍କୀର୍ତ୍ତନ ଚାଲିବ ବୋଲି ସଙ୍କଳ୍ପ ନିଆଯାଇଥିବା କହିଛନ୍ତି ଗ୍ରାମବାସୀ

0
0
0
s2sdefault