ହେଡଲାଇନସ୍:

ବାନ୍ଧୁପାଲି ପାନୀୟ ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ କଲେ ବିଧାୟକ । ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଧୁପାଲି ପାନୀୟ ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ କଲେ ବିଧାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର: ବାନ୍ଧୁପାଲି ପାନୀୟ ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ କଲେ ବିଧାୟକ । ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଧୁପାଲି ପାନୀୟ ଜଳଯୋଗାଣ ପ୍ରକଳ୍ପ ମଙ୍ଗଳବାର ସନ୍ଧ୍ୟା ୫ଟା ପାଖାପାଖି ରେ ପରିଦର୍ଶନ କଲେ ବିଧାୟକ ସନତ କୁମାର ଗଡତିଆ । ଚାଷୀଙ୍କୁ କିଭଳି ପାଣି ମିଳୁଛି, ଚାଷୀଙ୍କ ସମସ୍ୟା କୁ ନେଇ ସବୁବେଳେ ଚିନ୍ତିତ ବିଧାୟକ ଯାହାକି ଆଜି ପୁଣିଥରେ ପ୍ରମାଣିତ କରିଛନ୍ତି  । ପୂର୍ବତନ ବିଜେଡି ସରକାର କରିଥିବା ଅନେକ ପ୍ରକଲ୍ପ କେବଳ କଥାରେ ସୀମିତ ଥିବା ବେଳେ ଚାଷୀଙ୍କୁ ବାରମ୍ଵାର ଅଣଦେଖା କରାଯାଉଥିଲା କିନ୍ତୁ ବର୍ତ୍ତମାନ ବିଜେପି ସରକାର ସମୟରେ ଚାଲିଛି ମାରାଥନ । ବିଧାୟକଙ୍କ କାନରେ ଅଭିଯୋଗ ପଡ଼ିବା ମାତ୍ରେ ଆରମ୍ଭ ହୋଇଯାଉଛି ତଦନ୍ତ ଓ ଆକ୍ସନ । ସେହିଭଳି ଆଜି ବାନ୍ଧୁପାଲି ପାନୀୟ ଜଳଯୋଗାଣ କୁ ପହଞ୍ଚି କରିଛନ୍ତି ତଦାରଖ ।

0
0
0
s2sdefault