ହେଡଲାଇନସ୍:

ଦୁଇ ବର୍ଷ ପରେ ଖୋଲିଲା ଅଙ୍ଗନଓ୍ୱାଡ଼ି କେନ୍ଦ୍ର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ:  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବେତଗଡ଼ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଆଜିକୁ ଦୁଇ ବର୍ଷ ହେଲା ବନ୍ଦ ଥିବା ବେଳେ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏହି କେନ୍ଦ୍ର ଖୋଲିଛି l ଅତିରିକ୍ତ ଡ଼େପୁଟି କଲେକ୍ଟର ଅମ୍ଲାନ ଅପରାଜିତା ଷଡ଼ଙ୍ଗୀ,ସିଡ଼ିପିଓ ନାମଲେନ ଗୁଡ଼ିଆ,ଥାନା ଅଥିକାରି ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ପୁଲିସ ପ୍ରଶାସନ ପକ୍ଷରୁ ବେତଗଡ଼ ଗ୍ରାମ କୁ ଯାଇ ଗ୍ରାମ ବାସୀ ଙ୍କ ସହ ଆଲୋଚନା କରିବା ସହ ଉକ୍ତ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ର ତାଲା ଖୋଲିଥିଲେ l ଉଲ୍ଲେଖ ଥାଉକି ଦୀର୍ଘ ଦୁଇ ବର୍ଷ ରୁ ଉର୍ଦ୍ଦ ହେଲା ପାଚିକା ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦକୁ ନେଇ ଏହି କେନ୍ଦ୍ର ବନ୍ଦ ଥିଲା l

0
0
0
s2sdefault