ହେଡଲାଇନସ୍:

ଶିକ୍ଷକଙ୍କ ଅକାଳ ବିୟୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲାଟ/ମନ ଡନସନା- ଗାଇସିଲାଟର ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ହିମାଂଶୁ ସାହୁ ବିଜ୍ଞାନ ଶିକ୍ଷକ ଙ୍କ ଅକାଳ ବିୟୋଗରେ ଗାଇସିଲାଟ ଅଞ୍ଚଳ ତଥା କନ୍ଦାଗାଡ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ପୁରୁଣା ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ଯ ସଦସ୍ୟା ଙ୍କ ମହଲରେ ଶୋକର ଛାୟା ଖେଲି ଯାଇଛି। ସେ ଜଣେ ଛାତ୍ର ବସ୍ଵଲ , ପରୋପକାରୀ ଶିକ୍ଷକ ଥିଲେ। ହ୍ରୁଦଘାତରେ ରୋଗରେ ଭୁବନେଶ୍ୱର ଆପୋଲୋ ଡାକ୍ଟରଖାନାରେ ଆଜି ଭୋର ସକାଲୁ ଇହଧାମ ତ୍ୟାଗ କରିଛନ୍ତି।ବାପା, ଭାଇ,ଭାଉଜ,ପୁତୁରା,ଝିଆରୀ କୁ ଛାଡି ଚାଲିଯାଇଛନ୍ତି।ତାଙ୍କର ପୁତୁରା ଓମ୍ ସାହୁ ମୁଖାଗ୍ନି ଦେଇଥିଲେ।

0
0
0
s2sdefault