ହେଡଲାଇନସ୍:

ପ୍ରଜେକ୍ଟ ଉଦ୍ୟମୀ ର ବାର୍ଷିକ ଉଦ୍ୟଗି ସମ୍ମିଳନୀ ଅନୁଷ୍ଠିତ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ର ସହଭାଗିତାରେ ଗଢିଉଠିଥିବା ପ୍ରଜେକ୍ଟ ଉଦ୍ୟମୀ ର ବାର୍ଷିକ ଉଦ୍ୟଗୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ୟୁନିଟ ହେଡ ତଥା ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା ଓ ଆଦିତ୍ୟ ଆଲୁମିନା ମୋଜହର ବେଗ,ଏଫ ଏଚ ସି ଏସ ଆର ଏଣ୍ଡ ସସଟେନାବୁଲିଟି ଲପାମୂଦ୍ରା ମିଶ୍ର,ସେକସନ ହେଡ ସି ଏସ ଆର ଏଣ୍ଡ ସସଟେନାଲବୁଲିଟି ତନ୍ମୟ ମହାନ୍ତି,ଡାଇରେକ୍ଟର ଇଡିଆଇଆଇ ସୁବ୍ରତ କୁମାର ବିଶ୍ଵାଳ,ଆଇ ପି ଓ ଡି ଆଇ ସି ତିତରଞ୍ଚନ ମଲ୍ଲିକ,ବିପିଏମ ଓଏଲ ଏମ କାଶିପୁର କି ର କରକରିଆ,ଉପସ୍ଥିତ ରହିଥିଲେ।୨୦୨୧ ରୁ ଆରମ୍ଭ ହୋଇ ପ୍ରଜେକ୍ଟ ଉଦ୍ୟମୀ ଦ୍ବାରା ରାୟଗଡ ଜିଲ୍ଲା ର କାଶିପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲା ର ଥୁଆମୂଳରାମପୁର ବ୍ଲକରୁ ପ୍ରାୟ ୨୫୦ ଜଣ ଛଟବଡ ଉଦ୍ୟଗିପତୀ ତିଆରି କରିଛି।ଏହା ଆହୁରି ଅନେକ ଉଦ୍ୟଗି ତିଆରି କରିବା ପାଇଁ ଲକ୍ଷ ରଖିଛି ।ଆଜି ଗକୁଳମୂଣ୍ଡା ସ୍ଥିତ ଉଦ୍ୟମୀ ଅଫିସ ଠାରେ ପ୍ରାୟ ୨୫୦ଜଣ ମହିଳା ପୁରୁଷ ଉପସ୍ଥିତ ରହି ଥିଲେ ।

0
0
0
s2sdefault