ହେଡଲାଇନସ୍:

ହେମଙ୍କ ପାଇଁ କଲା ହେଲା ଧଳା ଛଉ : ହାତ ଛାଡିଦେଲା ଜୀବନ ସାଥି, ପୁଅ ବି ଆଡେଇ ଦେଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା :  ବଡେନ ବ୍ଲକ ଅଧୀନସ୍ଥ ଲର୍କା ଗ୍ରାମ ପଂଚାୟତର କନକପଡା ଗ୍ରାମ ରେ ରୁହନ୍ତି ହେମକାନ୍ତି ତାଣ୍ଡି (୪୩) । ଦେହ ରେ ଧଳା ଛଉ ହେବା ରୁ ସ୍ୱାମୀ କୋକିଳ୍ ତାଣ୍ଡି ଏବଂ ପୁଅ ଅନ୍ୟତ୍ର ସ୍ଥାନାନ୍ତର ହୋଇ ରହୁଛନ୍ତି । ,ଭଉଣିଙ୍କ ଠାରୁ ଖାଇବା ମିଳିଯାଏ ।  କିନ୍ତୁ ଏକାକୀ ମହିଳା ଜଣକ ସମସ୍ତ ଙ୍କ ଘୃଣା ର ପାତ୍ର ସାଜିଛନ୍ତି ଏବଂ ଏକ ପ୍ରକାର ବାସନ୍ଦ ଭୋଗୁଛନ୍ତି । ଲେକୋଡ଼ୋର୍ମା ବା ଧଳା ଦାଗକୁ ବହୁତ ବଡ଼ ରୋଗ ଭାବି ଗ୍ରାମାଞ୍ଚଳରେ ଏବେ ଵି ଏମିତି ଯାତନା ସହିବାକୁ ପଡୁଛି । ସୁଚନା ଥାଉ କି ଉକ୍ତ ମହିଳା ଘୋର ଆର୍ଥିକ ଅନାଟନରେ ଚଲୁଛାନ୍ତି ଏବଂ ନିକଟସ୍ଥ ଚିକିତ୍ସାକେନ୍ଦ୍ର ଯାଏଁ ଯିବାକୁ କି ସହଯୋଗ କରିବାକୁ କେହି ନାହାନ୍ତି । ଏକ ପ୍ରକାର ଏହି ରୋଗ ତାଙ୍କ ସୁଖ ର ସଂସାରେ ନିଆଁ ଲଗେଇ ଦେଲା ।

0
0
0
s2sdefault