ହେଡଲାଇନସ୍:

ଚକଡ଼ାପୋକ ଚାଷିକୁ କଲା ହତାସ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ବ୍ଲକ କଦଳୀଗଡ଼ ଓ କୁକୁଡ଼ାବାହାଳି ପଞ୍ଚାୟତର ଚାଷ ଜମିରେ ଚକଡ଼ା ପୋକ ଖାଉଥିବାରୁ ଚାଷିମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଏହି ବର୍ଷ ବର୍ଷା ଠିକ୍ ହୋଇଥିବାରୁ ଧାନ ମଧ୍ୟ ଠିକ୍ ହୋଇଥିଲା lଚାଷି ଅାନନ୍ଦରେ ଥିଲା କିନ୍ତୁ ତାହା ଚକଡ଼ା ପୋକ ଖାଇଦେବାରୁ ଦୁଇ ପଞ୍ଚାୟତ ର ଲୋକ ହତାସ୍ ହୋଇପଡ଼ଛନ୍ତି l ଚାଷି ମାନେ ସରକାରଙ୍କ ପାଖରୁ ପାଇଥିବା ସବସିଡ଼ି ଓୌଷଧ ମାରିବା ସତ୍ତ୍ୱେ ମଧ୍ୟ ଚୋକଡ଼ା ପୋକ ଛାଡ଼ୁ ନାହାଁନ୍ତି lତେଣୁ ଏହାକୁ ଆଖିଆଗରେ ରଖି ପ୍ରସାଶନ ଏଥି ପ୍ରତି ଉଚିତ ପଦଖେପ ନେଲେ ଚାଷି ମାନେ ଉପକୃତ ହେବେ l

0
0
0
s2sdefault