ହେଡଲାଇନସ୍:

କୁଚିଣ୍ଡା ଲାଡ ଠାରେ କର୍ମା ପୂଜା ପାଳିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା :କୁଚିଣ୍ଡା ଲାଡ଼ ଠାରେ କର୍ମା ପୂଜା ହଇଯାଇଛି l ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଧୁମଧାମ ରେ ପାଳିତ ହଇଛି l ମା କରମ ସାନିଙ୍କୁ ମାନ୍ଦଲ ବାଜା ସହିତ ମା ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ l ଝିଅ ମାନେ ନିଜର ଭାଇ ମାନଙ୍କର ମନଷ୍କାମନା ପାଇଁ ପୂଜା କରିଥାନ୍ତି l ପୂର୍ବପୁରୁଷରୁ ଚାଲିଆସୁଥିବା ଯାହାର ସନ୍ତାନ ହେଉ ନ ଥିଲେ ଏହି ମା ଙ୍କୁ ପୂଜା କଲେ l ସନ୍ତାନ ହୁଏ ବୋଲି ବିଶ୍ୱାସ କରାଯାଏ l ଦେବାନନ୍ଦ ମାଝୀ, ଶିବା କେଛୁ, ସୁନୀଲ ବାଘ, ଦୀପକ ମାଝୀ, ରମଣୀ ଲୁହା, ମିନୁ ବାଘ, ନରେଶ ମାଝୀ, ସରୋଜ ବାଘ ଏବଂ କର୍ମକତା ମାନେ ସାହାଯ୍ୟ କରିଥାନ୍ତି l ବିଭିନ୍ନ ଗ୍ରାମରୁ ଲୋକ ମାନେ ଆସି ମା କରମ ସାନି ପାଖରେ ଗୀତ ସହିତ ନାଚ ମଧ୍ୟ କରାଯାଏ l

0
0
0
s2sdefault