ହେଡଲାଇନସ୍:

ଶକ୍ତି ସଂରକ୍ଷଣ ପାଇଁ ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶାସକ ପ୍ରଶାସକ) : ସ୍ଥାନୀୟ ଇନଡୋର ଷ୍ଟାଡିୟମରେ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସମନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ  ହୋଇଯାଇଛି । ପ୍ଲୁଗା ଫ୍ରାଙ୍କଲିନ୍ କମ୍ପାନି ତରଫରୁ ଆୟୋଜିତ ଏହି ସିବିରରେ ସ୍ଥାନୀୟ ଅଂଚଳର ଶତାଧିକ ସ୍ୱାବଲମ୍ବୀ କାରୀଗରଙ୍କ ସହିତ ଅନେକ ଉଭୋକ୍ତା ଯୋଗଦେଇଥିଲେ । ଏଥିରେ କମ୍ପାନିର କ୍ଷେତ୍ରୀୟ ପ୍ରବନ୍ଧକ ଗଗନ ବିହାରୀ ରାୟ ଏବଂ ସହ ପ୍ରବନ୍ଧକ ସଦାନନ୍ଦ ପ୍ରଧାନ ଯୋଗଦେଇ କମ୍ପାନିର ପାଣି ପମ୍ପ୍ ବ୍ୟବହାର କାରୀମାନେ କମ ବିଦ୍ୟୁତ୍ ଖର୍ଚ୍ଚରେ କିପରି ଅଧିକ ସୁବିଧା ହାସଲ କରିପାରିବେ ସେ ସମନ୍ଧୀୟ କୈାଶଳ ସମ୍ପର୍କରେ ଉପସ୍ଥିତ ସ୍ୱାବଲମ୍ବି କାରୀଗର ଓ ଉପଭୋକ୍ତା ମାନଙ୍କୁ  ବୁଝାଇଥିଲେ । ସ୍ଥାନୀୟ ଉପଭୋକ୍ତା ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ଏବଂ ଶ୍ରିବସô କୁମାର ପୃଷ୍ଟି କାର୍ଯ୍ୟକ୍ରମକୁ ପରଚାଳନା କରିଥିଲେ । 

 

http://www.shasakprashasak.com/administrator/index.php?option=com_content&task=article.edit&id=3816

0
0
0
s2sdefault