ହେଡଲାଇନସ୍:

ଓଡଗାଁରେ ନୂତନ ତହସିଲଦାରଙ୍କ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶାସକ ପ୍ରଶାସକ): ଓଡଗାଁ ତହସିଲଦାର ଭାବେ ପ୍ରମୋଦ କୁମାର ନାୟକ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ଫଳରେ ପ୍ରାୟ ୧ମାସ ଧରି ଖାଲିଥିବା ତହସିଲଦାର ପଦବୀରେ ନୂତନ ତହସିଲଦାରଙ୍କ ଯୋଗଦାନ ତହସିଲ ଅଫିସର କାର୍ଯ୍ୟକୁ ସୁଚାରୁ ରୁପେ ଆଗେଇ ନେବ ବୋଲି ଆଶାକରାଯାଏ । ଏଥି ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର କଂଚାମେଣ୍ଢି ନୂଆଗାଁ ତହସିଲରେ ତହସିଲଦାର ରୁପେ କାର୍ଯ୍ୟରତ ଥିଲେ ବୋଲି ଜଣାଯାଇଛି । 

0
0
0
s2sdefault