କଳାହାଣ୍ଡିରୁ (ରୋହିତ କୁମାର ନାଏକ ): ନର୍ଲା ବ୍ଲକ ଅଧିନସ୍ତ ବାଲିପଡ଼ା ଢ଼ାବା ନିକଟରେ ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ବାଇକ ସହ ୩୦ କିଲୋ ରୁ ଉର୍ଦ୍ଧ ପୋଲିସ ଜବତକରିଛି ପୋଲିସ | ଗଂଜେଇ ନେଇ ଯାଉଥିବା ଦୁଇ ଚୋରା ଚାଲାଣକାରୀଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି | ଦୁହିଁଙ୍କ ନାମରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି l ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି ନର୍ଲା ଆଇ ଆଇ ସି ଗଙ୍ଗାଧର ମେହେର l
ରାଜ୍ୟ
ନର୍ଲା ପୋଲିସ ଦ୍ୱାରlଦୁଇ ବାଇକ ସହ ୩୦ କିଲୋ ଗଞ୍ଜେଇ ଉର୍ଦ୍ଧ ଜବତ ୨ଜଣ ଅଟକ lନର୍ଲା ପୋଲିସ ଦ୍ୱାରlଦୁଇ ବାଇକ ସହ ୩୦ କିଲୋ ଗଞ୍ଜେଇ ଉର୍ଦ୍ଧ ଜବତ ୨ଜଣ ଅଟକ l
- Hits: 216








