ହେଡଲାଇନସ୍:

ସୋସିଆଲ ୱାର୍କ ଏକ୍ଟିଭିଟି କାର୍ଯ୍ୟକ୍ରମ ଅନୁଷ୍ଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା ୨୨/୧୧(ଲିପନ ନାଏକ )ଓଡ଼ିଶା ସରକାର ଙ୍କ ଖେଳ ଓ ଯୁବ ବିକାଶ ଯୋଜନାର ନିର୍ଦ୍ଦେଶ କ୍ରମେ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି, ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାସ ଙ୍କ ନେତୃତ୍ୱ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ୱଚ୍ଛତା ଅଭିଯାନ ର ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ଷଣ୍ଢପଥର ବଜାର ସଫେଇ ଓ ଗ୍ରାମ ର ସମସ୍ତ ନଳକୂପର ଚତୁର୍ପାଶ୍ଵ ସଫା କରିବା ସହିତ ନାରୀ ଶିକ୍ଷା ପ୍ରଶ୍ଚୋହନ ନିମନ୍ତେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମ ରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ l ଏଇ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ |

0
0
0
s2sdefault