ହେଡଲାଇନସ୍:

ସୌମ୍ୟଙ୍କ ସହ ବିଜେଡିର ବ୍ରେକ ଅପ : ବିଜେଡିରୁ ବିଦା ହେଲେ ସୌମ୍ୟରଞ୍ଜନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁର୍ନୀତି ଅଭିଯୋଗରେ ବିଦା ହେଲେ ରେମୁଣା ବଢାଯାକ ସୁଧାଂଶୁ ପରିଡା

ବିଜେଡିରୁ ବହିସ୍କୃତ ହେଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ | ଏହା ସହିତ ରେମୁଣା ବିଧାୟକ ସୁଧାଂଶୁ ପରିଡା ମଧ୍ୟ ଦଳରୁ ବହିସ୍କୃତ ହୋଇଛନ୍ତି | ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ ସମ୍ବାଦର ପୂର୍ବତନ କର୍ମଚାରୀ ଆଣିଥିବା ଅର୍ଥ ତୋଷରପାତ ଅଭିଯୋଗ  ଉପରେ ଇଓଡଡବ୍ଲ୍ୟୁ ରୁଜୁ କରିଥିବା ମାମଲା ଆଧାରରେ ତାଙ୍କୁ ବହିଷ୍କାର କରାଯାଇଥିବା ବେଲେ ୨୦୧୭-୧୮ ଓ  ୨୦୧୯-୨୦ ରେ ସୁଧାଂଶୁ ସମ୍ପୃକ୍ତ ଥିବା ସଂସ୍ଥା କରିଥିବା ଅର୍ଥ ହେରଫେର ଘଟଣାରେ ଭିଜିଲାନ୍ସ ପକ୍ଷରୁ ରୁଜୁ ମାମଲା ଆଧାରରେ ତାଙ୍କୁ ବହିସ୍କୃତ କରାଯାଇଛି ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ଏକ ଦଳୀୟ ବିବୃତିରେ କୁହାଯାଇଛି |

0
0
0
s2sdefault