ରାଇଘର : ପୁଷ୍ପାରାଣୀ = ଶାସକ ପ୍ରଶାକ )ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ଶାନ୍ତି ନଗର ଗ୍ରାମ ଲଗୁଚାପ ବର୍ଷା ରେଘରେ ଭିତରେ ପଶିଲାପାଣି | ରାତି ସାରା ଶୋଇପାରିଲେନି ଗ୍ରାମବାସୀ ! ଦୀର୍ଘ ବର୍ଷ ଧରି ସମସ୍ୟା ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ | ଏହି ଲଘୁଚାପ ବର୍ଷାରେ ବହୁଘର କରଣା ଜିନିଷ ପତ୍ରନଷ୍ଟ ହୋଇଅଛି । ଏହି ପରି ସମସ୍ୟା ପ୍ରତ୍ୟକ ବର୍ଷ ସମସ୍ୟା ହେଇଛନ୍ତିଏହି ଗ୍ରାମର ଗ୍ରାମବାସୀ !ତେବେ ଏହି ଗ୍ରାମ ଦୁଇ ପାର୍ଶ୍ଵ ରେ ଡ୍ରେନ ନ ଥିବା ଯୋଗୁଁ ଏହି ପରି ସମସ୍ୟା ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି ! ଶାନ୍ତି ନଗର ର ଲୋକ ଡ୍ରେନ ପାଇଁ ବାରମ୍ବାର ବାର ସରପଞ୍ଚ ଓ ପ୍ରଶାସନକୁ ଜଣାଇଲେ ବି କୌଣସି ଅଧିକାରୀ କର୍ଣ ପାତ କରୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।ତେବେ ପ୍ରଶାସନ ଏହି ଗ୍ରାମର ସମସ୍ୟା କୁ ଦୂର କରିବେ ତାହା ଦେଖିବାକୁ ବାକି ରହିଲା । ଓଡିଶାରେ ଲଘୁଚାପ ଦୁଇ ଦିନ ଧରି ଲାଗିରହିଛି | ସେହି ପରି ଭାବେ ନବରଙ୍ଗପୁରରେ ରେଡ ଆଲର୍ଟ ଜାରି ରହିଛି | ଏହାରପ୍ରଭାବ ଦେଖିବାକୁ ମିଳିଛି ଶାନ୍ତିନଗରରେ l
ରାଜ୍ୟ
ଘର ଭିତରେ ପଶିଲା ପାଣି : ଲୋକ ଅସନ୍ତୁଷ୍ଠ
- Hits: 208








