ପୋଲିସ ଭାଇଙ୍କୁ ପଇଡ଼ ପାଣି ପିଆlଇଲେ ବୈଷ୍ଣବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବାଲେଶ୍ୱର ଗସ୍ତ ଅବସରରେ ପ୍ରଚଣ୍ଡ ରୌଦ୍ରତାପ ସମୟରେ କର୍ତ୍ତବ୍ୟରତ ଓଡିଶା ପୋଲିସ ଭାଇ ମାନଙ୍କୁ ପଇଡ଼ ପାଣି ପିଆଇଥିଲେ | ପଇଡ଼ ଦୋକାନୀଙ୍କୁ ତାର ପାଉଣା ଦେବା ସମୟରେ ଡିଜିଟାଲ ପାଉଣା ବ୍ୟବହାର ଦେଖି ଖୁସି ହୋଇଛନ୍ତି I ପଇଡ଼ ବାବଦରେ ଡିଜିଟାଲ ପାଉଣା ପୈଠ କରି ତାଙ୍କଠାରୁ ଏହି ବାବଦରେ ମତାମତ ସଂଗ୍ରହ କଲାବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ "ଏବେ ଜାପାନ ଏହି ବ୍ୟବସ୍ଥାକୁ ବ୍ୟବହାର କରିବ"

0
0
0
s2sdefault