ପୁରୀ/ଅନିମେଷ ପଟ୍ଟନାୟକ : ରଥଟଣା ବେଳେ ଅଘଟଣ । ରଥଟଣା ବେଳେ ଘଟିଥିଲା ଅଭାବନୀୟ ଘଟଣା । ତାଳଧ୍ଵଜ ରଥ ମରଚିକୋଟ ଛକରେ ଥିବା ବେଳେ ରଥଟାଣକୁ ନେଇ ଘଟିଛି ଦୂର୍ଘଟଣା । ଟାଣୁଥିବା ବେଳେ ଜଣେ ମହିଳା ତଳେ ପଡିଯିବା ଫଳରେ ଦଳାଚକଟାରେ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ୭ଜଣ ଭକ୍ତ ଆହତ ହୋଇଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ସମସ୍ତଙ୍କୁ ସିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ମେଡିକାଲ ଶୁତ୍ରରୁ ପ୍ରକାଶ ।
ରାଜ୍ୟ
ପୁରୀ: ଦଳାଚକଟାରେ ୭ ଆହତ
- Hits: 401











