ହେଡଲାଇନସ୍:

ବିଜୟ ଶ୍ରୀ ମଣ୍ଡପ ର ଶୁଭ ଉଦ୍ଘାଟନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ବାସୁଦେବପୁର ସ୍ଥିତ ସ୍ଥାନୀୟ ୧୨ ନୋ ୱାର୍ଡ ପରିସର ରେ ମହିଷା ପଦା ଠାରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ନାମ ରେ ବିଜୟ ଶ୍ରୀ ମଣ୍ଡପ ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତାଙ୍କ ସହ ଉପ ନଗର ପାଳ ଉତ୍ତମ ବାରିକ୍,ୱାର୍ଡ କାଉନସିଲର ଜୟନ୍ତୀ ସାହୁ, କୁନ୍ତଳା ସେଠୀ, ବିଧାୟକ ଙ୍କ ପ୍ରତିନିଧି ଅସିତ୍ ଦାସ, ସମାଜ ସେବୀ ଶ୍ୟାମ ସୁନ୍ଦର ମହାନ୍ତି, କବିନ୍ଦ୍ର ଦାସ, ଦିନ ବନ୍ଧୁ ଦାସ,ଆଇନ ଯିବି ସହଦେବ ଦାସ, ଶିକ୍ଷାବିତ୍ ମାଧବ ଚନ୍ଦ୍ର ପୁହାଣ, କାଳନ୍ଦୀ ସାହୁ, ବାଣୀ ବ୍ରତ ଦାସ ପ୍ରମୁଖ ଯୋଗ ଦେଇ ଥିଲେ। ପୂର୍ବତନ ୱାର୍ଡ କାଉନସିଲର ମାନସ ରଞ୍ଜନ ସାହୁ ଙ୍କ ସଂଯୋଜନା ରେ ସଭା କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା।

0
0
0
s2sdefault