ରାଇଘର/ନରସିଂହ ବାଘ, :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ,ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନଙ୍କ ପାଇଁ କେଣ୍ଡେଲ ଶୋଭାଯାତ୍ରl କଲେ ରାଇଘରବାସୀ |ଜାମୁକାଶ୍ମୀର ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ 5 ଜଣ ଯବାନ ନିଜ ମାଟି ମା ପାଇଁ ଜୀବନକୁ ଉତ୍ସର୍ଗ କରିଛନ୍ତି ସବୁ ଦିନ ପାଇଁ ନିଜ ପରିବାର କୁ ଛାଡି ଚାଲିଗଲେ ଆରପାରିକୁ | ଏହି ପାଞ୍ଚଜଣ ବୀର ସହିଦମାନଙ୍କ ମଧ୍ୟରେ ଅଛନ୍ତି ବୀର ଓଡ଼ିଶା ମାଟିର ଜଣେ ବୀର ଓଡ଼ିଆ ଯବାନ.ପୁରୀ ଜିଲ୍ଲା ର ଦେବାଶିଷବିଶ୍ବାଳ | ଭଗବାନ ସମସ୍ତ ଙ୍କ ଆତ୍ମା କୁ ସଦଗତି ଦିଅନ୍ତୁଏବଂ ତାଙ୍କ ପରିବାର କୁ ଧର୍ଯ୍ୟ ଦିଅନ୍ତୁ ଏହି କାମନା କରି ରାଇଘର ଅଂଚଳ ର ଲୋକେ ସହିଦଙ୍କୁ ସଂମାନ ଜଣାଇ କେଣ୍ଡେଲ ଶୋଭଯାତ୍ରା କରି ଶ୍ରଦ୍ଧାଶୁମାନ ଅର୍ପଣ କରିଛନ୍ତି |
ରାଜ୍ୟ
ଜାମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ 5ଜଣ ଯବାନଙ୍କ ପାଇଁ କେଣ୍ଡେଲ ଶୋଭାଯାତ୍ରା
- Hits: 446