ହେଡଲାଇନସ୍:

କେବୁଲ ତାର ଚୋରି ଅଭିଯୋଗ ରେ ଜଣେ ଗିରଫ l

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ପୋଲିସ ଜଣ କୁ କେବୁଲ ତାର ଚୋରି ଅଭିଯୋଗ ରେ କୋର୍ଟ ଚାଲାଣ କରିଛି l ଜଗଦଲପୁର ଥାନା ବଡ଼ କଞ୍ଜlରୀ ଗ୍ରାମ ର ଶର୍ମା ସତନାମୀ ଙ୍କ ନିଜ ଚାଷ ଜମିରେ ଥିବା ନଲ କୂପରେ କେବୁଲ ତାର ଚୋରି ହୋଇଥିବା ନେଇ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଏ ନେଇ ଜଗଦଲପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇ ଥିଲା l ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଚୋରି ଘଟଣା ରେ ସରେକେଲା ଗ୍ରାମ ର ବିକାଶ ରାଉତ କୁ ଅଟକ ରଖି ଥାନା ରେ ପଚରା ଉଚରା କରିବାରୁ ଚୋରି କରିଥିବା ସ୍ୱୀକାର କରିଥିଲା l ତଦନ୍ତ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି l ଏ ନେଇ ଥାନା ରେ ଏକ ମାମଲା ରୁଜୁ କରାଯାଇ କେଶ ନଂ 34/2023 କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ସୁଷମା କୁଅଁର ସୂଚନା ଦେଇଛନ୍ତି l

0
0
0
s2sdefault