ଲୋୟର ପିଏମଜି ହିଂସା ଘଟଣା: ବନ୍ଧା ହେଲେ ଇରାଶିଷଙ୍କ ସହିତ ୨୨ ବିଜେପି କର୍ମୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲୋୟର ପିଏମଜିରେ ବିଜେପିର ପକ୍ଷରୁ ଭିଯାଯାଇଥିବା ହିଂସା ଘଟଣାରେ ବନ୍ଧା ହୋଇଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ତାଙ୍କ ସହିତ ୨୨ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସମସ୍ତଙ୍କ ବିରୋଧରେ ଲାଗିଛି
ଆଇପିସିର ଧାରା ୧୪୭, ୧୪୮, ୨୯୪ , ୩୫୩ , ୩୨୩, ୩୨୫, ୩୦୭, ୩୩୨, ୩୩୩, ୨୨୪, ୪୩୬, ୫୦୬, ୧୪୯। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ସହିତ ବିଭିନ୍ନ ଯାଗାରେ ଚଢ଼ାଉ ଜାରି ଥିବା ସହ ଛକର ସିସିଟିଭିକୁ ଯାଞ୍ଚ କରାଯାଉଛି ।

0
0
0
s2sdefault