ହେଡଲାଇନସ୍:

ଇସ୍ରୋରୁ ଆସିଥିବା ବୈଜ୍ଞାନିକଙ୍କ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଇସ୍ରୋରୁ ଆସିଥିବା ବୈଜ୍ଞାନିକମାନେ ଭୁବନେଶ୍ନଶ୍ୱର ଅନ୍ଧାରୁଆ ସ୍ଥିତ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକମାନେ ଛାତ୍ରଛାତ୍ରୀମାନଙ୍କ ସହ ମହାକାଶ ବିଜ୍ଞାନ ସଂପର୍କିକ ଜ୍ଞାନ ଆହରଣ ସଂପର୍କରେ ପାରସ୍ପରିକ ଆଲୋଚନା କରିଥିଲେ ।

0
0
0
s2sdefault