ଜାନୁଆରୀ ସବୁ ଛୁଟିଦିନଗୁଡିକ ଦର୍ଶକଙ୍କ ପାଇଁ ଖୋଲିବ ଲୋକସେବା ଭବନ(ସଚିବାଳୟ) ପୁଷ୍ପ ଉଦ୍ୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମୟ ଅପରାହ୍ନ ଚାରିଟାରୁ ସନ୍ଧ୍ୟା ୬ ଟା, ଆଜି ଅପରାହ୍ନରୁ ଆରମ୍ଭ

ଭୁବନେଶ୍ବର: ଜାନୁଆରୀ 2023ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ (ସଚିବାଳୟ) ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ | ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରିଟାରୁ ୬ ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖିପାରିବେ |
ଆଜି ନୂଆବର୍ଷ ରେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖିପାରିବେ |ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସୃଷ୍ଟିକରିଛି |

0
0
0
s2sdefault