ହେଡଲାଇନସ୍:

ଆରଏସଏସ ର 'ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ' ସମାପନ ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଲେ ବୈଜୟନ୍ତ

ନାଗପୁର : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ -ଆରଏସଏସ ର 'ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ' ସମାପନ ସମାରୋହ ନାଗପୁରଠାରେ ଅନୁଷ୍ଠିତ । ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ସମେତ ଦେଶର ୭ ବିଶିଷ୍ଟ ବ୍ୟକ୍ତିଙ୍କୁ ପରିବାର ସହିତ ସ୍ଵତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ସରସଂଘ ଚାଳକ ଡକ୍ଟର ମୋହନ ଭାଗବତ ।

0
0
0
s2sdefault