ହେଡଲାଇନସ୍:

ପ୍ଲାଷ୍ଟିକ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦୀପ :  ପାରାଦୀପଠାରେ ନୂତନ ଭାବେ ନିର୍ମିତ ହେବାକୁ ଯାଉଥିବା ପ୍ଲାଷ୍ଟିକ ପାର୍କରେ ଗୁରୁବାର ଟାଇଡ଼ାଲ୍ ଟ୍ରେଡ଼ିଂ ପ୍ରା.ଲି. ପକ୍ଷରୁ ଏକ ପ୍ଲାଷ୍ଟିକ କାରଖାନା ଏବଂ ଆରାଧନା ପ୍ଲାଷ୍ଟିକ ଇଣ୍ଡିଆର ଭିତ୍ତପ୍ରସ୍ତର ସ୍ଥାପନ ହୋଇଯାଇଛି । ପାରାଦୀପ ପେଟ୍ରୋକେମିକାଲର ଇଡ଼ି ଅବିନାଶ କୁମାର ବର୍ମା ଓ ଜଗତସିଂହପୁର ଏସପି ପ୍ରକାଶ ଆର, ରିଫାଇନାରୀ ଇଡ଼ି ଜି.ଏସ. ସିଂ ଏହି ଦୁଇଟି ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିଡ଼ାଲର ନିଦେ୍ର୍ଧଶକ ଚିନ୍ମୟ ଚିରଞ୍ଜିବୀ ବଳ ଓ ଆରାଧନାର ନିଦେ୍ର୍ଧଶକ ମଞ୍ଜୁ ସୋମାନୀ ଓ ରାଜୀବ କୁମାର କାରନାନୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଇଡ଼କୋ, ଆଇଓସିଏଲର ବହୁ ପଦସ୍ଥ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ମେକ୍ ଇନ୍ ଓଡ଼ିଶା ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । 

0
0
0
s2sdefault