ହେଡଲାଇନସ୍:

ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇଙ୍କ ଜନ୍ମଦିନରେ ଜୀବନବିନ୍ଦୁ ରକ୍ତ ଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ କୁମାର ଜେନା ): ଆଜି ସୁକିନ୍ଦା ବିଧାୟକ, ସୁନ୍ଦରଗଡ ଜିଲାର ସଫଳ ପର୍ଜ୍ୟବେକ୍ଷକ ତଥା ଓଡିଶାର ଗ୍ରାମୀଣ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡାଇଙ୍କ ଜନ୍ମଦିନ ଉପଲକ୍ଷେ,ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୁଲ୍ୟରେ ଜିଲା ସଭାପତି,ଜିଲା ଯୋଜନା କମିଟିର ଅଧକ୍ଷ, ପ୍ରିୟ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରତେକ୍ଷ ତତ୍ବାବଧାନରେ ରାଉରକେଲା ବିଜୁ ଜନତା ଦଳ ତରଫରୁ,ସରକାରୀ ଡାକ୍ତର ଖାନାରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଅଛି । ଏହାସହିତ ଶ୍ରୀଯୁକ୍ତ ଘଡାଇଙ୍କୁ ମୁଖ୍ୟମନ୍ତ୍ରୀ ପୁନର୍ବାର ଜିଲାର ପର୍ଜ୍ୟବେକ୍ଷକ ଦାଇତ୍ଵ ଦେଇଥିବାରୁ ରାଉରକେଲା ବିଜୁଜନତା ଦଳ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେସଙ୍ଗେ,ଶ୍ରୀ ଘଡାଇଙ୍କର ଦୀର୍ଘାୟୁ ତଥା ଉଜ୍ଵଳମୟ ରାଜନୈତିକ ଭବିଷ୍ୟତ
କାମନା କରିଅଛି ।

ଶ୍ରୀ ଘଡାଇଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ସମୁଦାୟ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି । କର୍ଜ୍ୟକ୍ରମକୁ ସଫଳ କରିବା ପାଇଁ ନଗର ସଭାପତି ଗଗନ ପଣ୍ଡା,ଯୁବସଭାପତି ସୁଶାନ୍ତ ରାଉତ [ବୁବୁଲି], ରାଜ୍ୟଛାତ୍ର ସମ୍ପାଦକ ଡି ଅଭିକ କୁମାର,ରାଜ୍ୟ ଉପସଭାନେତ୍ରୀ ରଶ୍ମିବାଲା ମିଶ୍ର, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାସ ସ୍ଵାଇଁ,ସଭାନେତ୍ରୀ ଜ୍ୟୋସ୍ନା ରାଣୀ ନାୟକ,ବରିଷ୍ଟ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି,ଶ୍ରୀଚରଣ ମହାନ୍ତି, ଅନନ୍ତ ପାତ୍ର,ଜୟନ୍ତ କୁମାର ମିଶ୍ର, ଛବି ମହାନ୍ତି,,ବାଇନ ସାମଲ, ବିକାଶ ଜେନା,୮ନମ୍ବର ଜୋନ କୋଡିନେଟର ତଥା ବରିଷ୍ଟ ଆଇନିଜୀବୀ ନାରଣ ପ୍ରଧାନ,ପିଙ୍କୁ ଜୟସ୍ଵଳ,ଶିଶିର ମୁଦୁଲି,ରାଜେସ ବରାଳ,ନିରଞ୍ଜନ ଚୌଧୁରୀ,ବାବୁ ନାୟକ,ବଲରାମ ନାୟକ, ଜର୍ଜ ଆନନ୍ଦ,ପୀତବାସ କାଣ୍ଡି,ରଞ୍ଜନ କୁମାର ପୁହାଣ,ବନଜ ଦାସ,ପୁରୁସୋତମ କବି,ମିନତୀ ଜେନା,ଭରତ ଦାସ,ବସୁମତୀ ମହାନ୍ତି,ଚନ୍ଦନ ବିଶ୍ଵକର୍ମା,ଏମ ଗୁଡୁ ସୋନ।ର,ଏମଡି ସମସେର,ଏସଡି ତାହିର,ଶ୍ୟାମସୁନ୍ଦର ପଣ୍ଡା,ପ୍ରଦୀପ କୁମାର ଦାସ,କାବୁଲି ନନ୍ଦ,ସ୍ଵର୍ଣଲତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault