ହେଡଲାଇନସ୍:

ଜିଲ୍ଲାପାଳ ଙ୍କ ଘନ ଘନ ଗସ୍ତ, ତତ୍ପର ସବୁ ସରକାରୀ କଳ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିମୁଳିଆ(ଅକ୍ଷୟ କୁମାର ଜେନା): ବାଲେଶ୍ୱର ଜିଲ୍ଲାପାଲ ଦତ୍ତାତ୍ରୟ ଭାଉ ସାହେବ୍ ସିନ୍ଧେ ସିମୁଳିଆ ବ୍ଲକ ରେ ଅଚାନକ ପରିଦର୍ଶନ ରେ ଆସି ବିଭିନ୍ନ ପ୍ରକଳ୍ପ ସ୍କୁଲ୍ ମେଡିକାଲ ଉନ୍ନତି ମୂଳକ କାର୍ଯ୍ୟ ର ତଦାରଖ କରିଥିଲେ। ଜିଲ୍ଲା ପାଳ ଙ୍କ ଏପରି ଗସ୍ତ ସରକାରୀ ମହଲ ରେ ଛନକା ସୃଷ୍ଟି କରିବା ସହ ସବୁ ସରକାରି ଅଫିସ ତତ୍ପର ହେଉଥିବା ର ଦେଖାଯାଉଛି। କଳାସୁଣି ସ୍ଥିତ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ଛତୁ ଚାଷ ପ୍ରଣାଳୀ ଦେଖି ଖୁସି ହେବା ସହ ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ।

0
0
0
s2sdefault