ହେଡଲାଇନସ୍:

ବ୍ଲକ ସ୍ତରୀୟ ସୁନେତ୍ର ଚିକିତ୍ସା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂପୁର -ନାଉଗାଁ ପ୍ରିତିରଞ୍ଜନ ଦାସ :ଜଗତସିନପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁନେତ୍ର ଚିକିତ୍ସା ଶିବିର ତା -୨୩,୦୯,୨୦୨୨ ରିଖ ଶୁକ୍ରବାର ଦିନ ସୁନେତ୍ର ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି |ବ୍ଲକ ସ୍ତରୀୟ ସୁନେତ୍ର ଚିକିତ୍ସା ଶିବିର ରେ ୧୭୦ ଜଣ ଛାତ୍ର ଓ ଛାତ୍ରୀ ଚିକିତ୍ସା କରାଇଥିଲେ |ଉକ୍ତ କାଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରଣୀ ମନୋରମା ରାଉତ ଓ ଅତିରିକ୍ତ ଶିକ୍ଷା ଅଧିକାରୀ କାମଦେବ ସ୍ୱାଇଁ ସୁନେତ୍ର ଚିକିତ୍ସା ଶିବିର ରେ ଯୋଗ ଦେଇ ଥିଲେ | ସିନିୟର ଚକ୍ଷୁ ସହକାରୀ ଧୀରେନ୍ଦ୍ର କୁମାର ବେହେରା,ଚକ୍ଷୁ ସହକାରୀ ସୁରେଶ ଚନ୍ଦ୍ର ଖଟୁଆ, ଏନା ମହାନ୍ତି, ତ୍ରିଲୋଚନ ମହାନ୍ତି ସ୍ୱାସ୍ଥ୍ୟ ପରିଦର୍ଶକ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଆସିଥିଲେ |ଏଥିରେ ପ୍ରଧାନଶିକ୍ଷକ ସନ୍ତୋଷୀ ସେଠି, ସୁଧୀର କୁମାର ବିଶ୍ୱାଳ, ବସନ୍ତ କୁମାର ଦାସ, ପରିଚାଳନା କରିଥିଲେ |

0
0
0
s2sdefault