ହେଡଲାଇନସ୍:

ନୃସିଂହନାଥ ପୀଠ ରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ଆସନ୍ତା ଏକ ତାରିଖ (୦୧/୦୯/୨୦୨୨) ଦିନ ସକାଳ ୧୧:୪୦ ରୁ ୧୧:୫୫ ମିନିଟ ମଧ୍ୟରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ନିକଟରେ ନବାନ୍ନ ଅର୍ପଣ କରାଯିବାର ଲଗ୍ନ ଧାର୍ଯ୍ୟ କରାଯାଇଛି । ମନ୍ଦିର କୂଳପୁରୋହିତ ଶ୍ରୀ ସୁନୀଲ କୁମାର ପୁରୋହିତ ଙ୍କର ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏହି ନିର୍ଦ୍ଧାରିତ ଦିନ ଓ ସମୟରେ ମହାପ୍ରଭୁଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault