ହେଡଲାଇନସ୍:

ଶିକ୍ଷକମ।ନେ ଶିକ୍ଷ।ଦ।ନକୁ ନିଜର ବ୍ରତ ଭ।ବରେ ଗ୍ରହଣ କରନ୍ତୁ: ଗଣଶିକ୍ଷ। ମନ୍ତ୍ରୀ ଶ୍ରୀ ଦ।ଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ଆଜି ପୂର୍ବ।ହ୍ନରେ ର।ଜ୍ୟ ବିଦ୍ୟ।ଳୟ ଓ ଗଣଶିକ୍ଷ। ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦ।ଶ ଭୁବନେଶ୍ୱର ସ୍ଥିତ ଲେମୋନ ଟ୍ରି ପ୍ରିମିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ର।ଜ୍ୟର ସମସ୍ତ ଜିଲ୍ଲ। ଶିକ୍ଷ। ଅଧିକ।ରୀ ଓ ଅତିରିକ୍ତ ଜିଲ୍ଲ। ଶିକ୍ଷ। ଅଧିକ।ରୀମ।ନଙ୍କ ଏକ ଦିନିକିଆ ସମିଳନୀରେ ମୁଖ୍ୟ ଅତିଥି ରୂପେ ଯୋଗ ଦ।ନ କରି ଶିକ୍ଷକଶିକ୍ଷୟିତ୍ରୀମ।ନେ ଶିକ୍ଷ।ଦ।ନକୁ ନିଜର ବ୍ରତ ଭ।ବରେ ଗ୍ରହଣ କରିବ।କୁ ପର।ମର୍ଶ ଦେଇଛନ୍ତି |
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦ।ଶ ମୁଖ୍ୟମନ୍ତ୍ରୀଙ୍କ ‘୫ଟି ‘ ଉଚ୍ଚ ବିଦ୍ୟ।ଳୟଗୁଡିକର ରୂପ।ନ୍ତରୀକରଣ, ସମସ୍ତଙ୍କୁ ଗୁଣ।ତ୍ମକ ଶିକ୍ଷ। ପ୍ରଦ।ନ ଏବଂ ସର୍ବପରି ବିଦ୍ୟ।ଳୟ ଓ ଗଣଶିକ୍ଷ। ବିଭ।ଗର ସର୍ବ।ଙ୍ଗୀନ ବିକ।ଶ କରିବ। ନିମନ୍ତେ ସ।ମୁହିକ ପ୍ରଚେଷ୍ଟ। ପ।ଇଁ ଆହ୍ୱ।ନ ଦେଇଥିଲେ ଢ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ଯେଉଁ ଆଶାଭରସା ରହିଛି ତାହାର ତ୍ୱରିତ ରୂପାୟନ ନିମନ୍ତେ ମନ୍ତ୍ରୀ ଶ୍ରୀ ଦାଶ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଓଡିଶ। ସରକ।ରଙ୍କ ବିଦ୍ୟ।ଳୟ ଓ ଗଣଶିକ୍ଷ।, J - PAL ଓ Break Through ଟ୍ରଷ୍ଟ ଆନୁକୂଲ୍ୟରେ ଉଚ୍ଚ ପ୍ର।ଥମିକ ଓ ଉଚ୍ଚ ମ।ଧ୍ୟମିକ ସ୍କୁଲରେ ଲିଙ୍ଗଗତ ସମ।ନତ। କ।ର୍ଯ୍ୟକ୍ରମକୁ ତ୍ୱର।ନ୍ୱିତ କରିବ। ପ।ଇଁ ଏକ ଚୁକ୍ତି ସ୍ୱ।କ୍ଷରିତ ହୋଇଅଛି | ଏହି କ।ର୍ଯ୍ୟକ୍ରମରେ ଆଗ।ମୀ ଶିକ୍ଷ। ବର୍ଷରୁ ପିଲ।ମ।ନଙ୍କ ପ।ଠ୍ୟ ପୁସ୍ତକରେ ଲିଙ୍ଗଗତ ସମ।ନତ। ପ।ଠ୍ୟ କ୍ରମରେ ସ।ମିଲ କର।ଯିବ| ବର୍ତ୍ତମ।ନ ପିଲ।ମ।ନଙ୍କୁ ଏକ ସହ।ୟକ ପୁସ୍ତିକ। ମ।ଧ୍ୟମରେ ଲିଙ୍ଗଗତ ସମ।ନତ। ପ।ଠ ଅଧ୍ୟୟନ କରିବେ ଢ ଏହି କ।ର୍ଯ୍ୟକ୍ରମ ବିଦ୍ୟ।ଳୟ ଓ ଗଣଶିକ୍ଷ। ବିଭ।ଗ ଦ୍ୱ।ର। ପରିଚ।ଳନ। କର।ଯିବ | Break Through ଓ J - PAL - ବୈଷୟିକ ଓ ଗବେଷଣା ସହାୟତା ଯୋଗାଇ ଦେବ ବୋଲି ସମ୍ମିଳନୀରେ ଆଲୋଚନ। କର।ଯ।ଇଥିଲ। |
ଏହି ଅବସରରେ ବିଦ୍ୟ।ଳୟ ବ।ହ।ରେ ଥିବ।, ଅଧ।ରୁ ପ।ଠ ଛ।ଡିଥିବ। ପିଲ।ମ।ନଙ୍କ ଦକ୍ଷତ। ବୃଦ୍ଧି ପ।ଇଁ ଧନ୍ଦ।ମୂଳକ ଶିକ୍ଷ।ର ପ୍ରଚଳନ ପ।ଇଁ ଏକ ପେଟିକ।କୁ ମ।ନ୍ୟବର ମନ୍ତ୍ରୀ ଓ ଉପସ୍ଥିତ ଅତିଥି ମ।ନଙ୍କ ଦ୍ୱ।ର। ଉନ୍ମଚିତ କର।ଯ।ଇଥିଲ। ଢ ଏହି କ।ର୍ଯ୍ୟକ୍ରମ ୧୦ଟି ଆକାଂକ୍ଷୀ ଜିଲ। ଗୁଡିକରେ ୧୦୦ ଗୋଟି ବିଦ୍ୟ।ଳୟରେ ପ୍ରଚଳନ କର।ଯ।ଇଛି, ଯ।ହ।କି ବିଦ୍ୟ।ଳୟ ସମୟ ନିର୍ଘଣ୍ଟ ବ।ହ।ରେ କ୍ଲ।ସ ହେବ।ର ଯୋଜନ। ରହିଛି | ଏହି ଅବସରରେ ‘ଶିକ୍ଷଣ ଭରଣ। ଯୋଜନ।‘ କ।ର୍ଯ୍ୟକ୍ରମର ପୁସ୍ତିକ। ଓ ସଫ୍ଟଓୟାର ମଧ୍ୟ ମ।ନ୍ୟବର ମନ୍ତ୍ରୀଙ୍କ ଦ୍ୱ।ର। ପିଲ।ମ।ନଙ୍କ ପ।ଇଁ ଲୋକ।ର୍ପିତ ହୋଇଥିଲ। | ଏହ। ଦ୍ୱ।ର। ୪୩,୯୧,୨୮୭ ଛ।ତ୍ରଛ।ତ୍ରୀ ଉପକୃତ ହେବେ |
ଉକ୍ତ ସମ୍ମିଳନୀରେ ବିଭ।ଗୀୟ ପ୍ରମୁଖ ଶ।ସନ ସଚିବ ଶ୍ରୀ ବିଷ୍ଣୁପଦ ସେଠି, ଶ୍ରୀ ଅନୁପମ ସ।ହ।, ର।ଜ୍ୟ ପ୍ରକଳ୍ପ ନିର୍ଦେଶକ, ଓସେପ।, ଅତିରିକ୍ତ ଶ।ସନ ସଚିବ ତଥ। ଅଧକ୍ଷ ଉଚ୍ଚ ମ।ଧ୍ୟମିକ ଶିକ୍ଷ। ପରିଷଦ, ଓଡିଶ।, ଶ୍ରୀ ଅଶ୍ୱିନୀ କୁମ।ର ମିଶ୍ର, ଅଧକ୍ଷ ମାଧ୍ୟମିକ ଶିକ୍ଷ। ପରିଷଦ, ଶ୍ରୀ ର।ମଶିଷ ହ।ଜର।, ମ।ଧ୍ୟମିକ ଶିକ୍ଷ। ନିର୍ଦେଶକ ଶ୍ରୀ ସତ୍ୟ ରଞ୍ଜନ ସ।ହୁ, ପ୍ର।ଥମିକ ଶିକ୍ଷ। ନିର୍ଦେଶକ, ଶ୍ରୀ ବୃନ୍ଦ।ବନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନ।ରେ ଅଂଶ ଗ୍ରହଣ କରିଥିଲେ | ଉକ୍ତ ସମ୍ମିଳନୀରେ ବିଭ।ଗୀୟ ବରିଷ୍ଠ ପଦ।ଧିକ।ରୀଙ୍କ ସମେତ ସମସ୍ତ ଜିଲ୍ଲ।ର ଶିକ୍ଷ। ଅଧିକ।ରୀ ଓ ଅତିରିକ୍ତ ଜିଲ୍ଲ। ଶିକ୍ଷ। ଅଧିକ।ରୀ ପ୍ରମୁଖ ଉପସ୍ଥିତ ଥିଲେ |
ପରିଶେଷରେ ର।ଜ୍ୟ ପ୍ରକଳ୍ପ ନିର୍ଦେଶକ, ଓଡିଶ। ଆଦର୍ଶ ବିଦ୍ୟ।ଳୟ ସଂଗଠନ, ଶ୍ରୀ ସଂଗ୍ର।ମ କେଶରୀ ମହ।ପ।ତ୍ର ଧନ୍ୟବ।ଦ ପ୍ରଦ।ନ କରିଥିଲେ |

0
0
0
s2sdefault