ବରଗଡ଼- ବରଗଡ଼ ଜିଲ୍ଲା ଅମ୍ବାଭନା ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ବଳରାମ କଳାରୀ ଲାଞ୍ଚ ନେଲା ବେଲେ କାବୁକଲା ଭିଜିଲାନ୍ସ । ସୂଚନା ଅନୁସାରେ ବଳରାମ କଳାରି ଜମି ପାଟେସନ କେଶ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସମ୍ବଲପୁର ଭିଜିଲାନ୍ସ ର ଟିମ ଚଢ଼ାଉ କରିଥିଲେ ଏବଂ ସେ ଧରାପଡିଥିଲେ । ଏ ସମ୍ବନ୍ଧରେ ସମ୍ବଲପୁର ଭିଜିଲାନ୍ସ କେଶ ନମ୍ବର ୨୭/୨୮.୦୭.୨୦୨୨ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।
ରାଜ୍ୟ
ଭିଜିଲାନ୍ସ ଜାଲରେ ଅମ୍ବାଭନା ତହସିଲ ବରିଷ୍ଠ ରାଜସ୍ବ ସହାୟକ ।
- Hits: 1436