ହେଡଲାଇନସ୍:

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-08-18-biday.jpg - 62.44 kB

ବଲାଙ୍ଗିର,(ନୀରୋଜ ମିଶ୍ର) - ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉଁନ୍ତପୁର ପଞ୍ଚାୟତ ଅଧିନସ୍ଥ ସାନ କନ୍ଧପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଋଷି ନନ୍ଦ ଓ ଅର୍ଜୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୋଭା କୁମାରୀ ସିଂ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଉଭୟ ବିଦ୍ୟାଳୟରେ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ  ହୋଇଥିଲା । ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ବାଗ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତନ ଧରୁଆ ଅତିଥି ରୂପେ ଯୋଗ ଦେଇ  ଶ୍ରୀ ନନ୍ଦ ଓ ଶ୍ରୀମତୀ ସିଂଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରିୟ ଓ ମାନପତ୍ର  ପ୍ରଦାନ କରିଥିଲେ ।   

0
0
0
s2sdefault