ହେଡଲାଇନସ୍:

ବିଜେଡିର ନିବେଦିତା ବେହେରା ବାସୁଦେବପୁର ପୌରାଧ୍ୟକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର(ପ୍ରତାପ ପାଢ଼ୀ) ବାସୁଦେବପୁର ପୌରପାଳିକାର ଅଧ୍ୟକ୍ଷା ଓ ସମସ୍ତ ୱାର୍ଡ ମେମ୍ବର ପାଇଁ ହୋଇଥିବ ନିର୍ବାଚନର ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇଛି, ସୂଚନା ଅନୁସାରେ ବିଜେଡିର ନିବେଦିତା ବେହେରା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।।
ବିଜୟୀ କାଉନ୍ସିଲର ମାନେ ହେଲେ
୧ - ବିଜେଡି - ସ୍ମୃତିସ୍ମିତା ଗିରି
୨ - ବିଜେଡି - ଶୁଭେନ୍ଦୁ କୁମାର ପୃଷ୍ଟି
୩ - ବିଜେପି - ଗୌରୀ ବେହେରା
୪ - ବିଜେପି - ଭାନୁମତୀ ମଲ୍ଲିକ
୫ - ବିଜେପି - ଜଗବନ୍ଧୁ ଦାସ
୬ - ବିଜେପି - ହେମନ୍ତ କୁମାର ନାୟକ
୭ -କଂଗ୍ରେସ - ସୁନିଲ କୁମାର ପାତ୍ର
୮ - କଂଗ୍ରେସ - ଆରତୀ ବିଶ୍ବାଳ
୯ - ବିଜେଡି - ଉତ୍ତମ କୁମାର ବାରିକ
୧୦ - ବିଜେଡି - ଶଙ୍କିରି ପ୍ରଧାନ
୧୧- ବିଜେଡି - କୁନ୍ତଳା ସେଠୀ
୧୨ - ବିଜେଡି - ଜୟନ୍ତୀ ସାହୁ
୧୩ - କଂଗ୍ରେସ - ସନ୍ତାଷ କୁମାର ସାହୁ
୧୪- ବିଜେଡି - ଚନ୍ଦନ କୁମାର ସେନ
୧୫ - ବିଜେଡି - ଅଞ୍ଜୁମ୍ ବିବି
୧୬- କଂଗ୍ରେସ - ଆସନା ବିବି
୧୭ - କଂଗ୍ରେସ -ଭକ୍ତ ରଞ୍ଜନ ପଟ୍ଟନାୟକ
୧୮ - କଂଗ୍ରେସ - କାର୍ତ୍ତିକ ଚନ୍ଦ୍ର ଖିଲାର
୧୯ - କଂଗ୍ରେସ - ରେବତୀ ସେଣ୍ଢ
୨୦ - ବିଜେଡି - ମାନସୀ ବେହେରା
୨୧ - କଂଗ୍ରେସ -ମଧୁସ୍ମିତା ସେଠୀ
୨୨- କଂଗ୍ରେସ - କବିତା ମହାନ୍ତି
୨୩ - ବିଜେଡି - ମଞ୍ଜୁଲତା ମହାଳିକ
ସେହିପରି ସମୁଦାୟ ୨୩ ଟି ୱାର୍ଡ ରୁ ବିଜେଡିର ୧୦ ଜଣ, କଂଗ୍ରେସର ୯ ଜଣ ଓ ବିଜେପିର ୪ ଜଣ କାଉନ୍ସିଲର ବିଜୟ ଲାଭ କରିଛନ୍ତି।

0
0
0
s2sdefault