ହେଡଲାଇନସ୍:

କୁକୁଡ଼ା ଲାମ୍ପସ୍ ପରିଚାଳନା ନିର୍ଦ୍ଦେଶକ ପରିକ୍ଷୀତ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା):ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍ କୁକୁଡା ସମବାୟ ସମିତି (ଲାମ୍ପସ୍ )ର ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୁଝାରୀଙ୍କ ନେତୃତ୍ଵରେ ଏକ ଟିମ ଏମଡିଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଛି। ଏନେଇ ଅଧିକ ବିବରଣୀ ମିଳିନାହିଁ।

0
0
0
s2sdefault