ମାହାଙ୍ଗା- (ସପ୍ତ ଜ୍ୟୋତି ରାଉଳ)-ମାହାଙ୍ଗା ବ୍ଲକ କୁହୁଣ୍ଡା ପଂଚାୟତ ଶଂଖପୁର ଗ୍ରାମର ଯଶସ୍ବୀ କଳାକାର ତଥା ସାମାଜିକ କର୍ମୀ ଶ୍ୟାମାନୁଜ ମହାନ୍ତିଙ୍କ ସ୍ମୁତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ବଟ କିଶୋର ପଣ୍ଡା ପୌରହିତ୍ୱ କରିଥିଲେ |
ଜଣେ ସଫଳ ମଣିଷ ଭାବେ ସ୍ବର୍ଗତ ମହାନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ କହିଥିଲେ |
ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ଗୀତିକାର ବିଶ୍ୱେଶ୍ୱର ମହାନ୍ତି ସଭାପତିତ୍ୱ କରିଥିଲେ | ଶିକ୍ଷାବିତ ବଟ କିଶୋର ପଣ୍ଡା, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ବିଜେଡି ସଭାପତି ରାଧାନାଥ ରାଉତ, ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ପୂର୍ବତନ ସରପଞ୍ଚ ସୁବାଷ ବେହେରା,ସାମ୍ବାଦିକ ଅଖିଳେଶ ମହାନ୍ତି, ପଣ୍ଡିତ ବିଜୟ କୁମାର ଦାସ, ପ୍ରବଚକ ଶୁକଦେବ ସ୍ୱାଇଁ,ପୂର୍ବତନ ପ୍ରଧାନଶିକ୍ଷକ ରତ୍ନାକର ମହାନ୍ତି, ପୂର୍ବତନ ସମିତିସଭ୍ୟ କାହ୍ନୁ ଚରଣ ସାହୁ, ସାମାଜିକକର୍ମୀ ଶଶିଭୂଷଣ ମହାନ୍ତି,ସମାଜସେବୀ ପ୍ରଫୁଲ୍ଲ ମହାନ୍ତି,ଚନ୍ଦ୍ରଭାନୁ ଆଚାର୍ଯ୍ୟ,ଜିତେନ୍ଦ୍ର ମହାନ୍ତି, ସମରେନ୍ଦ୍ର ମହାନ୍ତି,ଶିକ୍ଷାବିତ ସତ୍ୟନାରାୟଣ ମହାନ୍ତି,ତାରାକାନ୍ତ ମହାନ୍ତି,ମହେନ୍ଦ୍ର ମହାନ୍ତି, ମନୋଜ ମହାନ୍ତି,ଅଯୋଧ୍ୟା ମହାନ୍ତି, ରମାକାନ୍ତ ପଣ୍ଡା,ହେମନ୍ତ ମହାନ୍ତି, ହୃଷିକେଶ ବେହେରା, ଭାଗ୍ୟଧର ମହାନ୍ତି, ସମ୍ବିତ ମହାନ୍ତି, ରବୀନ୍ଦ୍ର ପୃଷ୍ଟି,ରଂଜିତ ଦାସ, ଗୀତାଞ୍ଜଳି ମହାନ୍ତି, କବିତା ମହାନ୍ତି, ସୁଶାନ୍ତ ଦାସ,ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସ୍ବର୍ଗତ ଶ୍ୟାମାନୁଜ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ | ଦିବଂଗତ ଶ୍ୟାମାନୁଜଙ୍କ ତ୍ୟାଗ ଓ ସେବାର ପଟ୍ଟାନ୍ତର ନାହିଁ ବୋଲି ଅତିଥି ମାନେ କହିଥିଲେ |
ରାଜ୍ୟ
ଶ୍ୟାମାନୁଜ ମହାନ୍ତିଙ୍କ ଦ୍ଵାଦଶାହରେ ଶ୍ରଦ୍ଧାଞ୍ଜଳି ସଭା |
- Hits: 341